ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଦୀ ଗୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଦୀ ଗୃହ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଦଣ୍ଡ ପାଉଥିବା ଅପରାଧୀଙ୍କୁ ଆବଦ୍ଧ କରି ରଖାଯାଏ

ଉଦାହରଣ : ଚୋରି ଅପରାଧରେ ସେ ଜେଲ୍‌ ଗଲା

ସମକକ୍ଷ : କାରାଗାର, କାରାଗୃହ, କାରାବାସ, କୈଦଖାନା, ଜେଲ୍‌, ଜେଲ୍‌ଖାନା

वह स्थान जिसमें दंड पाए हुए अपराधियों को बंद करके रखा जाता है।

चोरी के अपराध में उसे जेल की हवा खानी पड़ी।
क़ैदख़ाना, कारागार, कारागृह, कारावास, कैदखाना, जेल, जेलख़ाना, जेलखाना, बंदी गृह, हवालात

A correctional institution where persons are confined while on trial or for punishment.

prison, prison house