ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦମାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦମାସୀ   ବିଶେଷ୍ୟ

ଅର୍ଥ : କାହା ସହିତ ବ୍ୟର୍ଥରେ ଲଢ଼େଇ-ଝଗଡ଼ା ବା ମାରପିଟ କରିବା କ୍ରିୟା

ଉଦାହରଣ : ଆଜିକାଲି ବଡ଼ବଡ଼ ବିଦ୍ୟାଳୟମାନଙ୍କରେ ମଧ୍ୟ ଗୁଣ୍ଡାଗର୍ଦୀ ବଢ଼ୁଛି

ସମକକ୍ଷ : ଗୁଣ୍ଡାଗର୍ଦି, ଗୁଣ୍ଡାଗିରି, ଦାଦାଗିରି

व्यर्थ में किसी से लड़ने-झगड़ने या मारपीट करने की क्रिया।

आजकल बड़े-बड़े विद्यालयों में भी गुंदागर्दी बढ़ती जा रही है।
गुंडई, गुंडागर्दी, गुंडागिरी, गुंडागीरी, गुंडापन, दादागिरी, बदमाशी, लुच्चई, लुच्चागिरी, लुच्चागीरी, लुच्चापन

Willful wanton and malicious destruction of the property of others.

hooliganism, malicious mischief, vandalism

ଅର୍ଥ : ଧନ ନେଇକରି ମଧ୍ୟ କାମ ନ କରିବା କ୍ରିୟା ବା ଭାବ

ଉଦାହରଣ : ଏହି ସଂସ୍ଥାର କିଛି କର୍ମଚାରୀ ହାରାମଖୋରିରେ ଲିପ୍ତ

ସମକକ୍ଷ : ହାରାମଖୋରି

धन लेकर भी काम न करने की क्रिया या भाव।

इस संस्था के कुछ कर्मचारी हरामख़ोरी में लिप्त हैं।
हरामख़ोरी, हरामखोरी

ଅର୍ଥ : ଦୁଷ୍ଟାମୀଭରା କାମ

ଉଦାହରଣ : ତୁମେ ଆଜିକାଲି ବହୁତ ଦୁଷ୍ଟାମୀ କରୁଛ

ସମକକ୍ଷ : ଚଗଲାମି, ଦୁଷ୍ଟାମୀ, ନଟଖଟିଆ ପଣ

शरारत या नटखट भरा काम।

तुम आजकल बहुत शरारत करते हो।
तुम्हारी शरारत से मैं परेशान हूँ।
अस्थैर्य, चंचलता, चंचलत्व, चंचलपन, चंचलाहट, धींगाधींगी, नटखटपन, नटखटी, बदमाशी, मस्ती, मस्तीख़ोरी, मस्तीखोरी, शरारत, शैतानी

Reckless or malicious behavior that causes discomfort or annoyance in others.

devilment, devilry, deviltry, mischief, mischief-making, mischievousness, rascality, roguery, roguishness, shenanigan