ଅର୍ଥ : ଶବ୍ଦର ରୂପରେ ଗୋଟିଏ ବା ଅନେକ ଧାରଣା ହେଉଥିବା ବ୍ୟାକରଣର ଗୋଟିଏ ନିୟମ
ଉଦାହରଣ :
ହିନ୍ଦୀରେ ଦୁଇଟି ବଚନ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
व्याकरण में वह विधान जिसके द्वारा शब्द के रूप से एक या अनेक का बोध होता है।
हिंदी में दो वचन होते हैं।The grammatical category for the forms of nouns and pronouns and verbs that are used depending on the number of entities involved (singular or dual or plural).
In English the subject and the verb must agree in number.ଅର୍ଥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ଉଦାହରଣ :
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
ସମକକ୍ଷ : କଥା, ବାକ୍ୟ, ବାଣୀ, ବୋଲି
ଅନ୍ୟ ଭାଷାରେ ଅନୁବାଦ :
(language) communication by word of mouth.
His speech was garbled.