ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବକଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବକଳା   ବିଶେଷ୍ୟ

ଅର୍ଥ : ପୂଜ ଶୁଖିଗଲାପରେ ଘା ଉପରେ ଜମି ଯାଇଥିବା ପରସ୍ତ

ଉଦାହରଣ : ଶଲ୍ୟ ଚିକିତ୍ସକ ଘା ଉପରେ ବ୍ୟାଣ୍ଡେଜ୍‌ କରିବା ପୂର୍ବରୁ ତା ଉପରର ବକଳାକୁ ସଫା କରିଦେଲେ

ସମକକ୍ଷ : ବକଡ଼ି

मवाद सूख जाने से घाव के ऊपर जमी हुई परत।

चिकित्सक ने फोड़े की मरहम-पट्टी करने से पहले उसके ऊपर के खुरंड को साफ़ किया।
खतखोट, खुरंट, खुरंड, दाल, दिउला, दिउली, पपड़ी, पपरी, पर्पटी

The crustlike surface of a healing skin lesion.

scab