ଅର୍ଥ : କିଛି ବିଶିଷ୍ଟ ଗଛ ଡାଳରେ ଲାଗିଥିବା ଦାନା ଯାହା ପରେ ଫଳ ରୂପ ଧାରଣ କରେ
ଉଦାହରଣ :
ଆମ୍ବ ଗଛରେ ବଉଳ ହେଲାଣି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ଅତ୍ୟନ୍ତ ସୁଗନ୍ଧିତ ଫୁଲ
ଉଦାହରଣ :
ମାଳୀ ଫୁଲ ବଗିଚାରେ ବଉଳ, ଚାମେଲୀ ଆଦି ତୋଳୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଚିରହରିତ୍ ବୃକ୍ଷର ଫୁଲ
ଉଦାହରଣ :
ବକୁଳର ସୁଗନ୍ଧ ତୀବ୍ର ହୋଇଥାଏ
ସମକକ୍ଷ : ବକୁଳ
ଅନ୍ୟ ଭାଷାରେ ଅନୁବାଦ :