ଅର୍ଥ : କବାଟ, ହାତବାଡି ଆଦିରେ ସୁନ୍ଦରତାପାଇଁ ବସିଥିବା ପିତଳ ଆଦିର ଗୋଲାକାର ବସ୍ତୁ
ଉଦାହରଣ :
ଏହି ପ୍ରଚୀନ କବାଟରେ ଲାଗିଥିବା ଫୁଲ ଆକର୍ଷଣୀୟ
ଅର୍ଥ : ନାକ ବା କାନରେ ପିନ୍ଧୁଥିବା ଏକ ଗହଣା
ଉଦାହରଣ :
ଭାଉଜଙ୍କ ନାକ ଫୁଲ ବହୁତ ସୁନ୍ଦର ଲାଗୁଛି
ଅର୍ଥ : ଜଳିକରି ଉପରକୁ ଉଠିଥିବା ଦୀପ ବଳିତାର ଅଂଶ
ଉଦାହରଣ :
ରେଶ୍ମା ସଳିତାରୁ ଫୁଲ ଝାଡ଼ି ପୁଣି ଦୀପ ତେଜିଲା
ସମକକ୍ଷ : ଗୁଲ
ଅର୍ଥ : ଯେଉଁ କଣ୍ଟାର ଉପର ଭାଗ ଫୁଲ ଭଳି ବିସ୍ତାରିତ ହୋଇଥାଏ
ଉଦାହରଣ :
ସେ ଚୌକାଠରେ ଗୁଲମେଖ ପିଟୁଛି
ସମକକ୍ଷ : ଗୁଲମେଖ