ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଲଦାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଲଦାନୀ   ବିଶେଷ୍ୟ

ଅର୍ଥ : ଯେଉଁ ପାତ୍ରରେ ଫୁଲ ଗଛ ଲଗା ଯାଏ

ଉଦାହରଣ : ସେ ଫୁଲକୁଣ୍ଡରେ ଗୋଲାପ ଲଗାଉଛି

ସମକକ୍ଷ : ଫୁଲ ଗାମଲା, ଫୁଲକୁଣ୍ଡ

वह पात्र जिसमें फूलों के या सजावटी पौधे लगाये जाते हैं।

वह गमले में गुलाब लगा रहा है।
गमला

A container in which plants are cultivated.

flowerpot, pot

ଅର୍ଥ : ଫୁଲର ଗୁଚ୍ଛ ରଖିବାପାଇଁ କାଚ, ଧାତୁ, ମାଟି ଆଦିର ପାତ୍ର

ଉଦାହରଣ : ଏହି ହାଇଦ୍ରାବାଦୀ ଫୁଲଦାନୀ ବହୁତ ସୁନ୍ଦର ହୋଇଛି

फूलों के गुच्छे रखने का काँच, धातु, मिट्टी आदि का पात्र।

यह हैदराबादी फूलदान बहुत ही सुन्दर है।
गुलदान, फूलदान

An open jar of glass or porcelain used as an ornament or to hold flowers.

vase