ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଲଡିଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିଲଡିଙ୍ଗ   ବିଶେଷ୍ୟ

ଅର୍ଥ : କ୍ରିକେଟ୍ ଆଦି ଖେଳରେ ଖେଳିବା ସମୟରେ ବଲ୍‌ ପକାଇବା ଏବଂ ରନ୍ ବଞ୍ଚାଇବା ସମ୍ବନ୍ଧୀୟ କାର୍ଯ୍ୟ କରିବାର କ୍ରିୟା

ଉଦାହରଣ : ଆଜିର ମ୍ୟାଚରେ ଭାରତ ପ୍ରଥମେ ଫିଲଡିଙ୍ଗ୍‌ କରିବ

ସମକକ୍ଷ : କ୍ଷେତ୍ରରକ୍ଷଣ, ବୋଲିଙ୍ଗ

क्रिकेट आदि के खेल में खेलते समय गेंद फेंकने एवं रन बचाने संबंधी कार्य करने की क्रिया।

आज के मैच में भारत पहले क्षेत्र रक्षण करेगा।
क्षेत्र रक्षण, क्षेत्र-रक्षण, क्षेत्ररक्षण, गेंदबाज़ी, गेंदबाजी, फील्डिंग

(baseball) handling the ball while playing in the field.

fielding