ଅର୍ଥ : କାଶ୍ମୀରର ଏକ ପାରମ୍ପରିକ ପୋଷାକ ଯାହା ଆଣ୍ଠୁ ପର୍ଯ୍ୟନ୍ତ ଢିଲା କୁର୍ତ୍ତା ଭଳି ହୋଇଥାଏ ଏବଂ ଯାହାକୁ ସାଲ୍ୱାର ବା ଚୂଡିଦାର ପାଇଜାମା ସହିତ ପିନ୍ଧାଯାଏ
ଉଦାହରଣ :
ଫିରନର ଗଳାରେ ସୂକ୍ଷ୍ମ ସୂଚୀକାମ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
कश्मीर का एक पारंपरिक पहनावा जो घुटनों तक ढीले-ढाले कुर्ते की तरह होती है और जिसे सलवार या चूड़ीदार पायजामा के साथ पहना जाता है।
फिरन के गले पर बारीक कढ़ाई होती है।