ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଉଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଉଡ଼ା   ବିଶେଷ୍ୟ

ଅର୍ଥ : ଯେଉଁ ଉପକରଣରେ ମାଟି ଆଦି ଖୋଳିକରି ଉଠାଯାଏ

ଉଦାହରଣ : କୃଷକ ଫାଉଡ଼ାରେ ଗୋବର ସାର ଉଠାଇ ଝୁଡ଼ିରେ ଢାଳୁଛି

एक उपकरण जिससे मिट्टी आदि खोदकर उठाई जाती है।

किसान फावड़े से गोबर की खाद उठाकर टोकरी में डाल रहा है।
फाल, फावड़ा

A kind of pick that is used for digging. Has a flat blade set at right angles to the handle.

mattock

ଅର୍ଥ : ମାଟି ଖୋଳିବା ଓ ଖେତ କୋଡ଼ିବାର ଏକ ଉପକରଣ

ଉଦାହରଣ : ସେ କୋଦାଳରେ ଖେତ କୋଡ଼ୁଛି

ସମକକ୍ଷ : କୋଦାଳ, ଗଇଁନ୍ତି

मिट्टी खोदने और खेत गोड़ने का एक उपकरण।

वह कुदाल से खेत गोड़ रहा है।
कुदाल

A tool with a flat blade attached at right angles to a long handle.

hoe