ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଗୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଗୁ   ବିଶେଷ୍ୟ

ଅର୍ଥ : ଯେଉଁ ଲାଲ ଗୁଣ୍ଡକୁ ହୋଲିଦିନ ଉତ୍ସାହର ସହିତ ହିନ୍ଦୁଲୋକେ ପରସ୍ପର ମୁହଁରେ ଲଗାନ୍ତି

ଉଦାହରଣ : ହୋଲି ପାଖେଇ ଆସିବାମାତ୍ରେ ଦୋକାନଗୁଡ଼ିକ ରଙ୍ଗ,ଅବିର,ଫଗୁ ଆଦିରେ ସଜ୍ଜିତ ହୋଇଯାଏ

वह लाल चूर्ण जिसे होली के दिन हिंदू लोग उत्साहपूर्वक परस्पर मुख पर लगाते हैं।

होली नजदीक आते ही दुकानें रंग, अबीर, गुलाल आदि से सज जाती हैं।
अबीर, गुलाल

ଅର୍ଥ : ରଙ୍ଗୀନ ଅବିର ବା ଫଗୁ ଯାହାକୁ ଲୋକମାନେ ହୋଲିରେ ପରସ୍ପର ଦେହରେ ଲଗାନ୍ତି

ଉଦାହରଣ : ହୋଲିରେ ଲୋକେ ପରସ୍ପର ଦେହରେ ରଙ୍ଗ, ଅବିର ଆଦି ବୋଳନ୍ତି

ସମକକ୍ଷ : ଅବିର

अबरक का चूरा या बुकनी जो कई रंगों का होता है और जिसे लोग होली में एक-दूसरे पर डालते हैं।

होली में लोग एक दूसरे के चेहरे पर रंग, अबीर आदि पोतते हैं।
अबीर, धूलिगुच्छक

ଅର୍ଥ : ଅବିରର ରଙ୍ଗ

ଉଦାହରଣ : ସେ ନେତାଙ୍କ ମୁହଁରେ ଅବିର ଲଗାଇଲା

ସମକକ୍ଷ : ଅବିର

अबीर या गुलाल का रंग।

उसने नेता के चेहरे पर अबीरी लगाया।
अबीरी