ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଗୁଆ ଗୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଗୁଆ ଗୀତ   ବିଶେଷ୍ୟ

ଅର୍ଥ : ମାଘ-ଫଗୁଣରେ ବା ହୋଲି ଅବସରରେ ଗାନ କରା ଯଉଥିବା ଏକ ପ୍ରକାରର ଗୀତ

ଉଦାହରଣ : ଫଗୁ ସମୟରେ ଲୋକେ ବଡ଼ ଉତ୍ସାହର ସହିତ ହୋଲି ଗୀତ ଗାଆନ୍ତି

ସମକକ୍ଷ : ଫଗୁ ଗୀତ, ହୋରୀ ଗୀତ, ହୋଲି ଗୀତ

एक प्रकार का गीत जो माघ-फागुन में या होली के अवसर पर गाया जाता है।

फगुआ के दिन लोग बड़े ही उमंग के साथ होली गाते हैं।
फगुआ, फाग, होरी, होली

A short musical composition with words.

A successful musical must have at least three good songs.
song, vocal