ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଇସଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଇସଲା   ବିଶେଷ୍ୟ

ଅର୍ଥ : ବାଦୀ ତଥା ପ୍ରତିବାଦୀଙ୍କ କଥା ଏବଂ ତର୍କ ଶୁଣି ସେମାନଙ୍କ ଠିକ୍ ହେବା ବା ନହେବା ସମ୍ବନ୍ଧରେ ନ୍ୟାୟାଳୟ ଦ୍ୱାରା ମତ ସ୍ଥିର କରିବା ପ୍ରକ୍ରିୟା

ଉଦାହରଣ : ବହୁତ ଦିନରୁ ଚାଲିଥିବା ମକଦମାର ଫଇସଲା କାଲି ହେବ

ସମକକ୍ଷ : ନିର୍ଣ୍ଣୟ, ରାୟ

वादी तथा प्रतिवादी की बातें और तर्क सुनकर उनके ठीक होने या न होने के संबंध में न्यायालय द्वारा मत स्थिर करने की क्रिया।

बहुत दिनों से चल रहे मुक़दमे का निर्णय कल हो गया।
अधिगम, अधिगमन, इनफ़िसाल, इनफिसाल, नबेड़ा, निपटारा, निबटारा, निर्णय, फ़ैसला, फैसला, सिद्धि

(law) the determination by a court of competent jurisdiction on matters submitted to it.

judgement, judgment, judicial decision

ଅର୍ଥ : କୌଣସି ବ୍ୟବହାର ବା ମୋକଦ୍ଦମାରେ ଦୋଷୀ ଓ ନିର୍ଦ୍ଦୋଷୀ ବା ଅଧିକାରୀ ଓ ଅନଧିକାରୀଆଦିର ବିଚାର ପୂର୍ବକ ନିର୍ଦ୍ଧାରଣ

ଉଦାହରଣ : ଆଧୁନିକ ଯୁଗରେ ନ୍ୟାୟ ମଧ୍ୟ ବିକ୍ରି ହୁଏ ନ୍ୟାୟାଳୟର ନ୍ୟାୟ ଉପରେ ମଧ୍ୟ ବିଶ୍ୱାସ ନାହିଁ

ସମକକ୍ଷ : ନିର୍ଣ୍ଣୟ, ନ୍ୟାୟ

किसी व्यवहार या मुकदमे में दोषी और निर्दोष या अधिकारी और अनधिकारी आदि का विचारपूर्वक निर्धारण।

आधुनिक युग में न्याय भी बिकता है।
उसे न्यायालय के न्याय पर भी विश्वास नहीं है।
अधिमत, अभिनिर्णय, इंसाफ, इंसाफ़, इनसाफ, इनसाफ़, इन्साफ, इन्साफ़, निर्णय