ଅର୍ଥ : ଆବଶ୍ୟକତାଠାରୁ ଅଧିକ ପରିମାଣ
ଉଦାହରଣ :
ଶସ୍ୟର ଆଧିକ୍ୟ ହେଲେ ଏହାର ରପ୍ତାନୀ କରାଯାଏ
ସମକକ୍ଷ : ଅତିରେକ, ଅଧିକତା, ଅପର୍ଯ୍ୟାପ୍ତ, ଆତିଶଯ୍ୟ, ଆଧିକ୍ୟ, ପ୍ରାଚୁର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
जितना होना चाहिए उससे अधिक मात्रा।
अनाज के अतिरिक्त भाग को निर्यात किया जाता है।