ଅର୍ଥ : ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ଯେଉଁ ବିବାହରେ ପିତା ନିଜର କନ୍ୟାକୁ ବର ହାତରେ ଦେଇ ଏହା କହନ୍ତି-ତୁମେ ଦୁହେଁ ମିଶି ଧର୍ମ ପାଳନ କର
ଉଦାହରଣ :
ଆଧୁନିକ ଯୁଗରେ ପ୍ରାଜାପତ୍ୟ ବିବାହର ପ୍ରଚଳନ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
हिंदू धर्मग्रंथों के अनुसार वह विवाह जिसमें पिता अपनी कन्या का हाथ वर के हाथ में यह कहकर देता था कि तुम लोग मिलकर धर्म का पालन करोगे।
आधुनिक युग में प्राजापत्य विवाह प्रचलन में नहीं है।