ଅର୍ଥ : ଯେ କାହାରି ପ୍ରଶଂସା କରେ
ଉଦାହରଣ :
ଶ୍ୟାମ ଗାନ୍ଧିଜୀଙ୍କ ବିଷୟରେ କିଛି ଓଲଟାସିଧା ଶୁଣିପାରେ ନାହିଁ କାରଣ ସେ ତାଙ୍କର ବଡ ପ୍ରଶଂସକ
ଅନ୍ୟ ଭାଷାରେ ଅନୁବାଦ :
जो किसी की प्रशंसा करता हो।
गाँधीजी का प्रशंसक श्याम उनके बारे में कुछ भी उल्टा-सीधा नहीं सुन सकता।
प्रशंसक,
प्रशंसी