ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଲୋଭନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଲୋଭନ   ବିଶେଷ୍ୟ

ଅର୍ଥ : କାହାରିକୁ ବଶ କରି ଯେଉଁ କାର୍ଯ୍ୟ କରାଯାଏ

ଉଦାହରଣ : ପ୍ରଲୋଭନ ଦେଖାଇ ଶିଶୁଟିକୁ ସହଜରେ ଚୁପ୍ କରାଯାଇପାରେ

वह बात या कार्य जो किसी को लुभाकर अपनी ओर खींचने या उससे कोई काम कराने के लिए हो।

रोते बच्चे को प्रलोभनों द्वारा आसानी से चुप कराया जा सकता है।
प्रलोभन, लालच

The act of influencing by exciting hope or desire.

His enticements were shameless.
enticement, temptation

ଅର୍ଥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ

ଉଦାହରଣ : କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍‌ ନୁହେଁ ଲୋଭ ଖରାପ ବିଷୟ

ସମକକ୍ଷ : ଲିପ୍ସା, ଲୋଭ, ଲୋଲୁପତା, ଳାଳସା

कुछ पाने की बहुत अधिक इच्छा या चाह जो प्रायः अनुचित मानी जाती है।

लालच बुरी बला है।
आमिष, इकस, ईहा, गाध, तमा, प्रलोभ, प्रलोभन, ललक, लालच, लालसा, लिप्सा, लोभ

Excessive desire to acquire or possess more (especially more material wealth) than one needs or deserves.

greed