ଅର୍ଥ : ଦିନ ହେବାର ସମୟ
ଉଦାହରଣ :
ସକାଳ ହେବାରୁ ହିଁ କୃଷକ କ୍ଷେତଆଡ଼କୁ ଚାଲିଲା
ସମକକ୍ଷ : ପ୍ରତ୍ୟୁଷ, ପ୍ରାତଃ, ପ୍ରାତଃକାଳ, ସକାଳ
ଅନ୍ୟ ଭାଷାରେ ଅନୁବାଦ :
दिन निकलने का समय।
सुबह होते ही किसान खेत की ओर चल दिया।The first light of day.
We got up before dawn.ଅର୍ଥ : ସୂର୍ଯ୍ୟଙ୍କ ଜଣେ ପୁତ୍ର
ଉଦାହରଣ :
ପ୍ରଭାତ ପ୍ରଭାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being