ଅର୍ଥ : ଦିନ ହେବାର ସମୟ
ଉଦାହରଣ :
ସକାଳ ହେବାରୁ ହିଁ କୃଷକ କ୍ଷେତଆଡ଼କୁ ଚାଲିଲା
ସମକକ୍ଷ : ପ୍ରଭାତ, ପ୍ରାତଃ, ପ୍ରାତଃକାଳ, ସକାଳ
ଅନ୍ୟ ଭାଷାରେ ଅନୁବାଦ :
दिन निकलने का समय।
सुबह होते ही किसान खेत की ओर चल दिया।The first light of day.
We got up before dawn.ଅର୍ଥ : ଆଠଜଣ ବସୁମାନଙ୍କ ମଧ୍ୟରୁ ଜଣେ
ଉଦାହରଣ :
ପ୍ରତ୍ୟୁଷ ପ୍ରଭାସଙ୍କ ଭାଈ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
A deity worshipped by the Hindus.
hindu deity