ଅର୍ଥ : କୌଣସି ରୋଗ ଆଦିର ନିୟମିତ କୁପ୍ରଭାବ ପଡ଼ିବା ବା ଆକ୍ରମଣ ହେବା
ଉଦାହରଣ :
ଅନେକ ଆଗରୁ ଆମ ଗାଆଁରେ ଥରେ ହଇଜାର ପ୍ରକୋପ ପଡ଼ିଥିଲା
ସମକକ୍ଷ : ଆକ୍ରମଣ ହେବା, କୁପ୍ରଭାବ ପଡ଼ିବା, ପ୍ରକୋପ ପଡ଼ିବା, ବ୍ୟାପିବା
ଅନ୍ୟ ଭାଷାରେ ଅନୁବାଦ :
किसी रोग आदि का लगातार कुप्रभाव होना या आक्रमण होना।
बहुत पहले हमारे गाँव में एकबार हैजे का प्रकोप हुआ था।