ଅର୍ଥ : ସାମ୍ନାକୁ ଆସିବା ବା ପ୍ରକଟ ହେବା କ୍ରିୟା ବା ଭାବ
ଉଦାହରଣ :
ଖମ୍ବରୁ ନରସିଂହଙ୍କ ଆବିର୍ଭାବ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
सामने आने या प्रकट होने की क्रिया या भाव।
नरसिंह का प्रकटीकरण खंभे से हुआ था।(theology) the origination of the Holy Spirit at Pentecost.
The emanation of the Holy Spirit.ଅର୍ଥ : ମନର ଭାବଆଦିକୁ ପ୍ରକାଶ କରିବା, କରିବା ବା ସ୍ପଷ୍ଟ ରୂପରେ ସାମନାକୁ ଆଣିବା କ୍ରିୟା ବା ଭାବ
ଉଦାହରଣ :
କବିତାରେ କବିର ନିଜସ୍ୱ ବିଚାରର ଅଭିବ୍ୟକ୍ତି ନିହିତ
ସମକକ୍ଷ : ଅଭିବ୍ୟକ୍ତି, ଅଭିବ୍ୟଞ୍ଜନା, ବ୍ୟଞ୍ଜନା
ଅନ୍ୟ ଭାଷାରେ ଅନୁବାଦ :
मन के भाव आदि के प्रकट होने, करने या स्पष्ट रूप से सामने आने की क्रिया या भाव।
कवि कविता के माध्यम से अपने विचारों की अभिव्यक्ति करता है।The communication (in speech or writing) of your beliefs or opinions.
Expressions of good will.