ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଶବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଶବା   ବିଶେଷ୍ୟ

ଅର୍ଥ : ମହାରାଷ୍ଟ୍ର ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ପଦବୀ

ଉଦାହରଣ : କେତେକ ମରାଠୀଙ୍କୁ ପେଶବା ପଦବୀରେ ଭୂଷିତ କରାଗଲା

महाराष्ट्र साम्राज्य के प्रधान मंत्रियों की एक उपाधि।

कई मराठों को पेशवा से नवाजा गया।
पेशवा

ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ପେଶବା ଉପାଧି ମିଳିଛି

ଉଦାହରଣ : ଗୋଟିଏ ସମୟରେ ପେଶବାମାନେହିଁ ଶାସକ ହୋଇଗଲେ

वह व्यक्ति जिसे पेशवा की उपाधि मिली हो।

एक समय में पेशवा ही शासक बन बैठे।
पेशवा