ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ଣ୍ଣବିରାମ ଚିହ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଲେଖାଆଦିରେ ସେହି ବିରାମ ଚିହ୍ନ ଯାହା କୌଣସି ବାକ୍ୟର ସମାପ୍ତିରେ ତା’ ଶେଷରେ ଲଗାଯାଇଥାଏ

ଉଦାହରଣ : ଆଜିକାଲି ହିନ୍ଦୀ ଲେଖାରେ ପୂର୍ଣ୍ଣଚ୍ଛେଦ (୤) ଜାଗାରେ ବିନ୍ଦୁ(.) ଲଗାଯାଉଛି

ସମକକ୍ଷ : ପୂର୍ଣ୍ଣଚ୍ଛେଦ, ପୂର୍ଣ୍ଣଚ୍ଛେଦ ଚିହ୍ନ, ପୂର୍ଣ୍ଣବିରାମ

लेखों आदि में वह विराम चिह्न जो किसी वाक्य की समाप्ति पर उसके अंत में लगाया जाता है।

आज-कल हिन्दी-लेखन में पूर्ण विराम (।) की जगह बिन्दी(
पाई, पूर्ण विराम, पूर्ण विराम चिह्न, पूर्णविराम, पूर्णविराम चिह्न

A punctuation mark (.) placed at the end of a declarative sentence to indicate a full stop or after abbreviations.

In England they call a period a stop.
full point, full stop, period, point, stop