ଅର୍ଥ : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
ଉଦାହରଣ :
ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
ଅନ୍ୟ ଭାଷାରେ ଅନୁବାଦ :
A person who performs religious duties and ceremonies in a non-Christian religion.
non-christian priest, priestଅର୍ଥ : ଯେ ପୂଜା କରେ
ଉଦାହରଣ :
ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :