ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଡ଼ିଆ   ବିଶେଷ୍ୟ

ଅର୍ଥ : ଟିକିଟିକି କରି କଟାଯାଇଥିବା ଗୁଆ, ଅଳେଇଚ, ଭଜା ଧନିଆ, ଅତିଛୋଟ ନଡ଼ିଆ ଖଣ୍ଡ, ତରଭୁଜ ତଥା ବାଦାମର ମଞ୍ଜିକୁ ମିଶେଇ ପ୍ରସ୍ତୁତ କରାଯାଇଥିବା ଏକ ମସଲା

ଉଦାହରଣ : କିଛି ଲୋକ ପାନ ପରିବର୍ତ୍ତେ ପୁଡ଼ିଆ ଖାଆନ୍ତି

ସମକକ୍ଷ : ଗୁଟୁଖା

कतरकर एक में मिलाई हुई सुपारी, इलायची, धनिया की भुनी दाल, कद्दूकस किया नारियल, खरबूजे तथा बादाम की गिरी।

कुछ लोग पान की जगह गोटा खाते हैं।
गोटा

ଅର୍ଥ : କାଗଜକୁ ଭାଙ୍ଗି ବା ମୋଡ଼ି ତିଆରି କରାଯାଇଥିବା ଏକ ପାତ୍ରଭଳି ବସ୍ତୁ ଯେଉଁଥିରେ କିଛି ବସ୍ତୁ ରଖାଯାଏ

ଉଦାହରଣ : ଏହି ପୁଡ଼ିଆରେ ଲାଲ୍ ରଙ୍ଗ ଅଛି

काग़ज़ को मोड़ या लपेटकर बनाई हुई वह पात्रनुमा वस्तु जिसमें कोई चीज़ रखते हों।

इस पुड़िया में लाल रंग है।
पुटी, पुड़िया

A small package or bundle.

packet