ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁସ୍ତିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁସ୍ତିକା   ବିଶେଷ୍ୟ

ଅର୍ଥ : ବିଶେଷକରି ଧାର୍ମିକ ବିଷୟକୁ ନେଇ ଗୋଟିଏ ଅଳ୍ପ ପୃଷ୍ଠାର ବହି

ଉଦାହରଣ : ଜେଜେ ବାପା ପ୍ରତିଦିନ ଗୁରୁଚରିତ୍ରର ପୁସ୍ତିକା ପଢନ୍ତି

ସମକକ୍ଷ : ପୁସ୍ତୀ

धार्मिक विषय की, विशेषकर छोटे पन्नों की पुस्तक।

दादाजी प्रतिदिन गुरुचरित्र की पोथी पढ़ते हैं।
पोथी

ଅର୍ଥ : କମ ପୃଷ୍ଠାବିଶିଷ୍ଟ ଛୋଟ ପୁସ୍ତକ

ଉଦାହରଣ : ଗୀତା ପ୍ରେସରେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଅନେକ ଧାର୍ମିକ ପୁସ୍ତିକା ଛପାଯାଏ

कम पन्नों वाली छोटी पुस्तक।

गीता प्रेस में धर्म प्रचार के उद्देश्य से कई धार्मिक पुस्तिकाएँ छपती हैं।
गुटका, पुस्तिका, रिसाला

A small book usually having a paper cover.

booklet, brochure, folder, leaflet, pamphlet