ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁସ୍ତକ ସଂଗ୍ରହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁସ୍ତକ ସଂଗ୍ରହ   ବିଶେଷ୍ୟ

ଅର୍ଥ : ସାହିତ୍ୟିକ ଦସ୍ତାବିଜ,ପୁସ୍ତକ ଆଦିର ସଂଗ୍ରହ ଯାହା ସଂଦର୍ଭ ବା ଦେଖିବା-ପଢ଼ିବାପାଇଁ ରଖାଯାଇଛି

ଉଦାହରଣ : ସେ ସନ୍ଦର୍ଭପାଇଁ ପୁସ୍ତକ ସଂଗ୍ରହରୁ ଗୋଟିଏ ପୁରାତନ ପୁସ୍ତକ ବାହାରକଲା

ସମକକ୍ଷ : ପୁସ୍ତକ-ସଂଗ୍ରହ, ସାହିତ୍ୟିକକୃତିସଂଗ୍ରହ

साहित्यिक दस्तावेजों, पुस्तकों आदि का संग्रह जो संदर्भ या देखने-पढ़ने के लिए रखा गया हो।

उसने संदर्भ के लिए पुस्तक संग्रह में से एक पुरानी पुस्तक निकाली।
पुस्तक संग्रह, पुस्तक-संग्रह, पुस्तकालय, साहित्यिक कृति संग्रह

A collection of literary documents or records kept for reference or borrowing.

library