ଅର୍ଥ : ସର୍ବସାଧାରଣଙ୍କ ପଢ଼ିବା ଏବଂ ସନ୍ଦର୍ଭପାଇଁ ରଖାଯାଇଥିବା ପୁସ୍ତକ ଭବନ ବା ଘର
ଉଦାହରଣ :
ଏହି ପୁସ୍ତକାଳୟରେ ସବୁ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି
ସମକକ୍ଷ : ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ପାଠାଗାର, ପୁସ୍ତକାଗାର, ଲାଇବ୍ରେରୀ
ଅର୍ଥ : ଯେଉଁ ସ୍ଥାନରେ ପୁସ୍ତକ ବିକ୍ରି ହୁଏ
ଉଦାହରଣ :
ଆମ ବିଦ୍ୟାଳୟ ପାଖରେ ଏକ ବହୁତ ବଡ଼ ବହି ଦୋକାନ ଅଛି
ସମକକ୍ଷ : ପୁସ୍ତକ ଦୋକାନ, ବହି ଦୋକାନ