ଅର୍ଥ : ଭରତଙ୍କ ଜଣେ ପୁତ୍ର
ଉଦାହରଣ :
ପୁଷ୍କରଙ୍କ ବର୍ଣ୍ଣନା ରାମାୟଣରେ ଦେଖିବାକୁ ମିଳେ
ଅର୍ଥ : ପୁରାଣ ଅନୁସାରେ ବ୍ରହ୍ମାଣ୍ଡର ସାତ ଭାଗରୁ ଏକ ଭାଗ
ଉଦାହରଣ :
ଆମ୍ଭମାନଙ୍କ ମଧ୍ୟରୁ କାହାରିକୁ ପୁଷ୍କର ମହାଦ୍ୱୀପର ସଂଧାନ ବିଷୟରେ ଜଣାନାହିଁ
ଅର୍ଥ : ଜଣେ ଅସୁର
ଉଦାହରଣ :
ପୁଷ୍କରଙ୍କ ବର୍ଣ୍ଣନା ପୁରାଣରେ ଦେଖିବାକୁ ମିଳେ
ଅର୍ଥ : କୃଷ୍ଣଙ୍କ ଜଣେ ପୁତ୍ର
ଉଦାହରଣ :
ପୁଷ୍କରଙ୍କ ବର୍ଣ୍ଣନା ଭାଗବତରେ ଦେଖିବାକୁ ମିଳେ
ଅର୍ଥ : ରାଜସ୍ଥାନର ଅଜମେର ଆଖପାଖରେ ଅବସ୍ଥିତ ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ
ଉଦାହରଣ :
ବ୍ରହ୍ମାଙ୍କର ଏକ ମାତ୍ର ମୂର୍ତ୍ତି ପୁଷ୍କରରେ ଅବସ୍ଥିତ
ଅର୍ଥ : ରାଜା ନଳଙ୍କ ଜଣେ ଭାଇ
ଉଦାହରଣ :
ପୁଷ୍କର ନଳଙ୍କ ସାନଭାଇ ଥିଲେ