ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରୁଣା   ବିଶେଷଣ

ଅର୍ଥ : ଯେ ବହୁତ ସମୟରୁ ଗୋଟିଏ ରୂପରେ ବ୍ୟବହାର ହୋଇଆସୁଛି

ଉଦାହରଣ : ପୁରୁଣା ହାସ୍ୟୋକ୍ତି ଶୁଣିବାପାଇଁ ମୋ ପାଖରେ ସମୟ ନାହିଁ

ସମକକ୍ଷ : ପୁରାତନ, ପ୍ରାଚୀନ


ଅନ୍ୟ ଭାଷାରେ ଅନୁବାଦ :

जो बहुत समय से एक ही रूप में प्रयोग हो रहा हो।

घिसा-पिटा चुटकुला सुनने के लिए मेरे पास समय नहीं है।
घिसा पिटा, घिसा-पिटा

ଅର୍ଥ : ଅତି ପୁରୁଣା

ଉଦାହରଣ : ଔଷଧ ରୂପେ ପୁରୁଣା ଗୁଡ଼ର ବ୍ୟବହାର କରାଯାଏ

ସମକକ୍ଷ : ଅତି ପୁରୁଣା


ଅନ୍ୟ ଭାଷାରେ ଅନୁବାଦ :

बहुत ही पुराना।

दिनारु गुड़ का प्रयोग दवा के रूप में होता है।
दिनारु

ଅର୍ଥ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ

ଉଦାହରଣ : ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି

ସମକକ୍ଷ : ପୂର୍ବକାଳର, ପୂର୍ବକାଳୀନ, ପୂର୍ବଦିନର, ପ୍ରାଚୀନ


ଅନ୍ୟ ଭାଷାରେ ଅନୁବାଦ :

इस समय से पहले का या जो पूर्व काल से संबंधित हो।

कल मैं एक पुराने किले को देखने गया था।
अपर, आहत, कदीम, पिछला, पुराना, पूर्व कालिक, पूर्व कालीन, पूर्व-कालिक, पूर्व-कालीन, पूर्वकालिक, पूर्वकालीन, प्राचीन

Belonging to some prior time.

Erstwhile friend.
Our former glory.
The once capital of the state.
Her quondam lover.
erstwhile, former, old, one-time, onetime, quondam, sometime

ଅର୍ଥ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର

ଉଦାହରଣ : ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା

ସମକକ୍ଷ : ପୂର୍ବ, ପ୍ରଥମ


ଅନ୍ୟ ଭାଷାରେ ଅନୁବାଦ :

समय या क्रम की दृष्टि से पहले का या जो वर्तमान में न हो।

पूर्व भारत और आज के भारत में काफी अंतर है।
मेरा पिछला घर बड़ा था।
1ला, उत्तर, पहला, पहले का, पाछिल, पिछला, पुराना, पूर्व, पूर्ववर्ती, विगत, १ला

Belonging to some prior time.

Erstwhile friend.
Our former glory.
The once capital of the state.
Her quondam lover.
erstwhile, former, old, one-time, onetime, quondam, sometime

ଅର୍ଥ : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା

ଉଦାହରଣ : ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା

ସମକକ୍ଷ : ପୁରାତନ, ପୂର୍ବକାଳର, ପୂର୍ବକାଳୀନ, ପ୍ରାଚୀନ


ଅନ୍ୟ ଭାଷାରେ ଅନୁବାଦ :

जिसे हुए या बने बहुत दिन हो गये हों।

इस संग्रहालय में बहुत सारी प्राचीन वस्तुओं का संग्रह है।
प्राचीन काल में भारत विश्व शिक्षा का केन्द्र था।
आदिकालीन, आदिम, कदीम, चिरंतन, पुराकालीन, पुरातन, पुराना, प्राक्कालीन, प्राचीन, प्राच्य

Very old.

An ancient mariner.
ancient

ଅର୍ଥ : ଯାହା ବିତିଯାଇଛି

ଉଦାହରଣ : ଅତୀତକାଳରେ ନାଳନ୍ଦା ବିଶ୍ୱର ଶିକ୍ଷାକେନ୍ଦ୍ର ଥିଲା

ସମକକ୍ଷ : ଅତୀତ, ଗତ, ପୂର୍ବ, ବିଗତ, ବିତି ଯାଇଥିବା, ଭୂତ


ଅନ୍ୟ ଭାଷାରେ ଅନୁବାଦ :

बीता हुआ।

अतीत काल में नालंदा विश्व शिक्षा का केन्द्र था।
अतीत, अपेत, अर्दित, अवर्तमान, अवर्त्तमान, गत, गया, गुजरा, गुज़रा, पिछला, पुराना, बीता, भूत, विगत, व्यतीत

ଅର୍ଥ : ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ

ଉଦାହରଣ : ଭିକାରୀ ଚିରାଫଟା ଲୁଗା ପିନ୍ଧିଛି

ସମକକ୍ଷ : ଚିରାଫଟା, ଜୀର୍ଣ୍ଣ ଶୀର୍ଣ୍ଣ


ଅନ୍ୟ ଭାଷାରେ ଅନୁବାଦ :

जो अत्यधिक प्रयोग या पुराना होने के कारण फटा हुआ हो।

भिखारी जीर्ण-शीर्ण कपड़ा पहने हुए था।
घिसा पिटा, घिसा-पिटा, जीर्ण-शीर्ण, फटा-पुराना, शीर्ण

Used until no longer useful.

Battered trumpets and raddled radios.
Worn-out shoes with flapping soles.
raddled, worn-out