ଅର୍ଥ : ଗୋଟିଏ ପ୍ରକାରର ପକ୍ଷୀ
ଉଦାହରଣ :
ପିଙ୍ଗଳା ଆମ୍ବଡାଳରେ ବସିଛି
ଅର୍ଥ : ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନୋଟି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେ ଥାଏ
ସମକକ୍ଷ : ପିଙ୍ଗଳା ନାଡ଼ି, ସୂର୍ଯ୍ୟ ନାଡ଼ି
ଅର୍ଥ : ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେଥାଏ
ସମକକ୍ଷ : ପିଙ୍ଗଳା ନାଡ଼ି, ସୂର୍ଯ୍ୟ ନାଡ଼ି