ଅର୍ଥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ଉଦାହରଣ :
ଜିଲାପି ଭଲଭାବେ ବୁଡ଼ିନାହିଁ
ସମକକ୍ଷ : ବୁଡ଼ିବା, ମିଶିବା, ଲାଗିବା, ଶୋଷିବା
ଅନ୍ୟ ଭାଷାରେ ଅନୁବାଦ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।ଅର୍ଥ : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
ଉଦାହରଣ :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
ସମକକ୍ଷ : ଖାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ଉଦାହରଣ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ସମକକ୍ଷ : ଅବଶୋଷିତ କରିବା, ଟାଣିବା, ଶୋଷଣ କରିବା
ଅନ୍ୟ ଭାଷାରେ ଅନୁବାଦ :