ଅର୍ଥ : ପିଆଇବା କାମ
ଉଦାହରଣ :
ଧାଈ ପିଲାକୁ ଦୁଧ ପିଆଇବା ପରେ ଘରକୁ ଯିବାକୁ ଚାହୁଁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ତରଳ ପଦାର୍ଥକୁ କୌଣସି ବସ୍ତୁରେ ଢାଳିବା ବା ଲଗାଇବା କ୍ରିୟା ଯାହା ଫଳରେ ତାହା ସେହି ବସ୍ତୁର ତଳେଥିବା କଣା ବା ସନ୍ଧିଗୁଡ଼ିକରେ ରହି ଯାଏ
ଉଦାହରଣ :
ରାଉତ ଲାଠିକୁ ତେଲ ପିଆଇବା ପରେ ଦୁଧ ଦୁହିଁବାକୁ ଚାଲିଗଲା
ଅନ୍ୟ ଭାଷାରେ ଅନୁବାଦ :
किसी द्रव पदार्थ को इस प्रकार उँड़ेलने या लगाने की क्रिया कि वह उस वस्तु के नीचे के छेदों या संधियों में समा जाए।
रावत लाठी की तेल पिलाई के बाद दूध दुहने चला गया।