ଦ୍ୟୁତି (ବିଶେଷ୍ୟ)
ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ
ବିପରୀତ ଅର୍ଥ (ବିଶେଷ୍ୟ)
ଯାହା ପ୍ରକୃତ ଅର୍ଥ ତାହାର ଓଲଟା ଅର୍ଥ
ବାତାୟନ (ବିଶେଷ୍ୟ)
ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା
ସନ୍ଧିବିଚ୍ଛେଦ (ବିଶେଷ୍ୟ)
ବ୍ୟାକରଣରେ ସନ୍ଧି ବିଚ୍ଛେଦ
ଦେବନାଗରୀ ଲିପି (ବିଶେଷ୍ୟ)
ଭାରତର ଯେଉଁ ରାଷ୍ଟ୍ରଲିପିଦ୍ୱାରା ସଂସ୍କୃତ, ହିନ୍ଦୀ, ମରାଠୀଆଦି ଅନେକ ଭାଷା ଲେଖାଯାଏ
ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଘୋଷଣା (ବିଶେଷ୍ୟ)
କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ