ଅର୍ଥ : (ପକ୍ଷୀଙ୍କପାଇଁ) ଏଠାରେ ଗଢ଼ାଯାଇଥିବା ଶାଖା, ଛାତ ଆଦି ଯାହା ଏମାନଙ୍କପାଇଁ ବିଶ୍ରାମ ସ୍ଥଳ ରୂପେ ପ୍ରଯୁକ୍ତ ହୋଇଥାଏ
ଉଦାହରଣ :
କୃଷକ ନିଜର ଘର ଆଗରେ ଗୋଟିଏ ପାରାଭାଡ଼ି କରିଛି
ଅର୍ଥ : ପାରାମାନେ ରହୁଥିବା ଥାକ
ଉଦାହରଣ :
ପାରାମାନେ ପାରାଭାଡ଼ିରେ ଦାନା ଖୁଣ୍ଟୁଛନ୍ତି
ଅର୍ଥ : ପାଳିତ ପକ୍ଷୀଙ୍କ ଲାଗି ତିଆର ହୋଇଥିବା ପାରାଭାଡ଼ି
ଉଦାହରଣ :
ପାରା ପାରାଭାଡ଼ିରେ ବସିଛି