ଅର୍ଥ : ବିପତ୍ତି ସମୟରେ କିମ୍ବା ଜୋରରେ କହିବା ବା ଡାକିବା
ଉଦାହରଣ :
ଗଧିଆକୁ ଦେଖି ମେଷପାଳକ ବଞ୍ଚାଅ, ବଞ୍ଚାଅ ଗଧିଆ ଆସିଗଲାବୋଲି ଚିତ୍କାରକଲା
ସମକକ୍ଷ : ଚିତ୍କାରକଲା, ଚିଲେଇଲା, ଡାକପକାଇଲା, ରଡ଼ିଛାଡ଼ିଲା, ହାଲାକଲା
ଅନ୍ୟ ଭାଷାରେ ଅନୁବାଦ :
विपत्ति आदि के समय या ऐसे ही जोर से बोलना या आवाज करना।
भेड़िये को देखकर गड़ेरिया चिल्लाया, बचाओ-बचाओ, भेड़िया आ गया।Make loud and annoying noises.
racket