ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
ଉଦାହରଣ :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ସମକକ୍ଷ : ଅବଲୋକନ କରିବା, ଦେଖିବା, ପରଖିବା, ପରୀକ୍ଷଣ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.ଅର୍ଥ : ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା
ଉଦାହରଣ :
ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
ସମକକ୍ଷ : ଯାଞ୍ଚ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା
ଉଦାହରଣ :
ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ
ସମକକ୍ଷ : ଜାଞ୍ଚ କରିବା, ପରୀକ୍ଷଣ କରିବା
ଅନ୍ୟ ଭାଷାରେ ଅନୁବାଦ :
योग्यता, विशेषता, सामर्थ्य, गुण आदि जानने के लिए शोध संबंधी कार्य करना या कुछ विशेष काम करना।
सोनार सोने की शुद्धता परखता है।ଅର୍ଥ : କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା
ଉଦାହରଣ :
ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
ସମକକ୍ଷ : ଯାଞ୍ଚ କରିବା
ଅନ୍ୟ ଭାଷାରେ ଅନୁବାଦ :