ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଷ୍କୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଷ୍କୃତ   ବିଶେଷଣ

ଅର୍ଥ : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି

ଉଦାହରଣ : ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ

ସମକକ୍ଷ : ଅମଳିନ, ନିର୍ମଳୀକୃତ, ପରିମାର୍ଜିତ, ସ୍ୱଚ୍ଛ

जिसका परिष्करण हुआ हो या किया गया हो।

साहित्य में परिष्कृत भाषा का प्रयोग करना चाहिए।
परिमार्जित, परिष्कृत, परिसज्जित, मार्जित, संस्कृत