ଅର୍ଥ : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ
ଉଦାହରଣ :
ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା
ସମକକ୍ଷ : ମାତ୍ରା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ
ଉଦାହରଣ :
ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?
ଅନ୍ୟ ଭାଷାରେ ଅନୁବାଦ :
A quantity of money.
He borrowed a large sum.