ଅର୍ଥ : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା
ଉଦାହରଣ :
ରାଜା ରାଜସିଂହାସନକୁ ପରିତ୍ୟାଗ କଲେ ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ
ସମକକ୍ଷ : ଛାଡ଼ିଦେବା, ଦୂରେଇଯିବା, ହଟିଯିବା
ଅନ୍ୟ ଭାଷାରେ ଅନୁବାଦ :
अपना अधिकार, प्रभुत्व या स्वामित्व हटा लेना या अधिकार, प्रभुत्व आदि से हट जाना।
राजा ने राज गद्दी का परित्याग किया।