ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଦା   ବିଶେଷ୍ୟ

ଅର୍ଥ : ଆଢ଼ୁଆଳ କରିବା ନିମନ୍ତେ ଟଙ୍ଗା ହୋଇଥିବା କପଡ଼ାଆଦି

ଉଦାହରଣ : ତାଙ୍କ ଦରଜାରେ ଗୋଟିଏ ଜୀର୍ଣ୍ଣ ପର୍‌ଦା ଝୁଲୁଥିଲା

ସମକକ୍ଷ : ପର୍‌ଦା, ଯବନିକା

आड़ करने के लिए लटकाया हुआ कपड़ा आदि।

उसके दरवाजे पर एक जीर्ण पर्दा लटक रहा था।
अपटी, अवगुंठिका, अवगुण्ठिका, जवनिका, तिरस्करिणी, पटल, परदा, पर्दा, हिजाब

Hanging cloth used as a blind (especially for a window).

curtain, drape, drapery, mantle, pall

ଅର୍ଥ : (ବିଶେଷ କରି କୌଣସି ଯନ୍ତ୍ରର ଭାଗ) ଯେଉଁ ସ୍ତରଉପରେ କୌଣସି ଯାନ୍ତ୍ରିକ ପ୍ରକ୍ରିୟାର ଫଳସ୍ୱରୂପ ଚିତ୍ରଆଦି ପ୍ରକଟ ହୋଇଥାଏ

ଉଦାହରଣ : ଏହି ସିନେମାହଲର ପର୍ଦ୍ଦା ବହୁତ ଛୋଟ

ସମକକ୍ଷ : ପର୍ଦ୍ଦା

वह सतह जिस पर किसी यंत्र की क्रिया के फलस्वरूप चित्र आदि प्रकट होते हैं।

इस सिनेमाहाल का परदा बहुत छोटा है।
परदा, पर्दा, स्क्रीन

A white or silvered surface where pictures can be projected for viewing.

projection screen, screen, silver screen

ଅର୍ଥ : ସ୍ତ୍ରୀମାନେ ପଦାରେ ଲୋକଙ୍କ ସାମ୍ନାକୁ ନ ଆସିବା ପ୍ରଥା

ଉଦାହରଣ : ଆଜି ମଧ୍ୟ ଆମର ଏଠି ପର୍ଦ୍ଦା ପ୍ରଥା ପ୍ରଚଳିତ

ସମକକ୍ଷ : ପରଦା ପ୍ରଥା, ପର୍ଦ୍ଦା ପ୍ରଥ

स्त्रियों का बाहर निकलकर लोगों के सामने न होने की प्रथा।

आज भी हमारे यहाँ परदा का चलन है।
परदा, परदा प्रथा, पर्दा

The traditional Hindu or Muslim system of keeping women secluded.

purdah, sex segregation

ଅର୍ଥ : ଆଢୁଆଳ କରୁଥିବା କୌଣସି ବସ୍ତୁ

ଉଦାହରଣ : ଗୋଟିଏ ବଖରାକୁ କାଠରେ ତିଆରି କରାଯାଇଥିବା ଜାଲି ପରଦାରେ ଚାରି ଭାଗରେ ବିଭାଜିତ କରାଯାଇଛି

आड़ करनेवाली कोई वस्तु।

एक कमरे को लकड़ी के बने जालीदार पर्दों से चार भागों में विभाजित किया गया है।
परदा, पर्दा