ଅର୍ଥ : ପଦ, ମର୍ଯ୍ୟାଦା ଆଦି ବିଚାରରେ ସମାଜର କୌଣସି ବ୍ୟକ୍ତି, ସଂସ୍ଥା ଆଦିର ସେହି ବିଧିବଦ୍ଧ ସ୍ଥିତି ଯାହା କୌଣସି ନିଶ୍ଚିତ ସୀମା ମଧ୍ୟରେ ପ୍ରାପ୍ତ ହୋଇଥାଏ
ଉଦାହରଣ :
ବ୍ୟକ୍ତିର ସ୍ଥିତି ତାର ମର୍ଯ୍ୟାଦା, ପଦ, ସମ୍ମାନ ଆଦିର ସୂଚକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
ଉଦାହରଣ :
ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ଅର୍ଥ ଥିବା ଶବ୍ଦ ବା ଶବ୍ଦ ସମୂହ
ଉଦାହରଣ :
ପଦଭାବରେ ଲୋକୋକ୍ତିର ଗଣନା ହୁଏ
ଅନ୍ୟ ଭାଷାରେ ଅନୁବାଦ :
A group of words that form a constituent of a sentence and are considered as a single unit.
I concluded from his awkward constructions that he was a foreigner.ଅର୍ଥ : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
ଉଦାହରଣ :
କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
ଅନ୍ୟ ଭାଷାରେ ଅନୁବାଦ :
The part of the leg of a human being below the ankle joint.
His bare feet projected from his trousers.