ଅର୍ଥ : ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରାଯାଇଥିବା କୌଣସି କଠିନ ବା ବଡକାମ
ଉଦାହରଣ :
ପିଲାଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପୁରସ୍କାର ଦେବା ଉଚିତ
ସମକକ୍ଷ : ଦକ୍ଷତା, ନିପୁଣତା, ସାମର୍ଥ୍ୟ
ଅନ୍ୟ ଭାଷାରେ ଅନୁବାଦ :
बहुत अच्छी तरह से पूरा किया हुआ कोई कठिन या बड़ा काम।
बच्चों को उनकी कारगुज़ारियों के लिए इनाम देना चाहिए।ଅର୍ଥ : କୌଣସି କାମଆଦିରେ ପ୍ରବୀଣ ହେବାର ଭାବ
ଉଦାହରଣ :
କ୍ରିକେଟରେ ସଚିନଙ୍କ ପ୍ରବୀଣତା ଜଗତବିଖ୍ୟାତ ଖେଳକୁଦରେ ନିପୁଣତା ନିମନ୍ତେ ଅଭ୍ୟାସ ଆବଶ୍ୟକ
ସମକକ୍ଷ : କୁଶଳତା, କୌଶଳ, ଦକ୍ଷତା, ନିପୁଣତା, ପ୍ରବୀଣତା
ଅନ୍ୟ ଭାଷାରେ ଅନୁବାଦ :
किसी काम आदि में प्रवीण होने की अवस्था, गुण या भाव।
क्रिकेट में सचिन की प्रवीणता जगजाहिर है।An ability that has been acquired by training.
accomplishment, acquirement, acquisition, attainment, skill