ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଜୀରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଜୀରୀ   ବିଶେଷ୍ୟ

ଅର୍ଥ : ଦକ୍ଷିଣ ଭାରତରେ ମିଳୁଥିବା ଯେଉଁ ଗଛଟି ଔଷଧ ତିଆରି କାମରେ ଆସେ

ଉଦାହରଣ : ସର୍ଦ୍ଦିହେଲେ ପଞ୍ଜୀରୀର ପତ୍ର ଓ କାଣ୍ଡର କ୍ୱାଥ୍ ବହୁତ ଉପଯୋଗୀ ହୁଏ

ସମକକ୍ଷ : ଇନ୍ଦୁପର୍ଣ୍ଣୀ

दक्षिण भारत में होनेवाला एक पौधा जो दवा के काम में आता है।

जुकाम में पंजीरी की पत्तियों और डंठलों का काढ़ा उपयोगी होता है।
अजपाद, इंदु-पर्णी, इंदुपर्णी, इन्दु-पर्णी, इन्दुपर्णी, पंजीरी

ଅର୍ଥ : ଗହମ ବା ଧଣିଆକୁ ପେଷି ତା ସହିତ ଘିଅ ତଥା ଚିନି ମିଶାଇ ତିଆରି କରାଯାଉଥିବା ଖାଦ୍ୟ ପଦାର୍ଥ

ଉଦାହରଣ : ସତ୍ୟନାରାୟଣ ପୂଜା ପରେ ଲୋକଙ୍କ ମଧ୍ୟରେ ପଞ୍ଜୀରୀ ବଣ୍ଟାଗଲା

आटे को घी के साथ आँच पर भूनकर तथा उसमें पिसा धनिया, सोंठ, चीनी यथा जीरा आदि मिलाकर तैयार की गई स्वास्थ्यवर्धक खाद्य वस्तु। इसका प्रयोग नैवेद्य के लिए भी किया जाता है।

सत्यनारायण की पूजा के बाद लोगों में पञ्जीरी बाँटी गई।
पँजीरी, पंजीरी, पञ्जीरी

A particular item of prepared food.

She prepared a special dish for dinner.
dish