ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଜା   ବିଶେଷ୍ୟ

ଅର୍ଥ : ପାଞ୍ଚଟି ବୁଟି ଥିବା ତାସ ପତା

ଉଦାହରଣ : ମୋ ପାଖରେ କେବଳ ରଙ୍ଗର ପଞ୍ଜା ଅଛି

पाँच बूटियों वाला ताश का पत्ता।

मेरे पास तुरुप का सिर्फ पंजा है।
पंजा, पंजी

A playing card or a domino or a die whose upward face shows five pips.

five, five-spot

ଅର୍ଥ : ପାଞ୍ଚଆଙ୍ଗୁଠି ଆକାରର ଗୋଟିଏ ଦୁଇ ଫାଳ ଥିବା ଉପକରଣ ଯେଉଁଥିରେ କାଗଜପତ୍ର ଚାପିଚୁପି ରଖାଯାଏ

ଉଦାହରଣ : ଏଠାରେ ରଖାଯାଇଥିବା ପଞ୍ଝା କୁଆଡ଼େ ଗଲା

ସମକକ୍ଷ : କ୍ଲିପ୍

पाँचों उँगलियों के आकार का एक दो पल्लों वाला उपकरण जिससे काग़ज-पत्र दबाकर रखे जाते हैं।

यहाँ रखा पंजा कहाँ गया!।
पंजा

A thin pointed piece of metal that is hammered into materials as a fastener.

nail