ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚମୁଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚମୁଖୀ   ବିଶେଷ୍ୟ

ଅର୍ଥ : ଚାରିରୁ ଆଠ ଫୁଟ ଉଚ୍ଚତା ଏବଂ ଧଳା ଫୁଲ ଫୁଟୁଥିବା ଏକ ପ୍ରକାରର ଔଷଧୀୟ ବୁଦା

ଉଦାହରଣ : ପଞ୍ଚମୁଖୀର ଫଳ ୧୪ ଇଞ୍ଚ ଲମ୍ବା ଏବଂ ବାଳୁଆ ହୋଇଥାଏ ଓ ପ୍ରତ୍ୟେକ ଫଳରେ ଚାରୋଟି ମଞ୍ଜି ଥାଏ

ସମକକ୍ଷ : ପଂଚମୁଖୀ

एक प्रकार की औषधीय झाड़ी जो चार से आठ फुट ऊँची होती है और जिसमें सफेद फूल लगते हैं।

अडूसे की फली पौन इंच लंबी और रोम वाली होती है एवं प्रत्येक फली में चार बीज होते हैं।
अड़ूसा, अडूसा, अरूस, पंचमुखी, पञ्चमुखी, रूसा, वाशक, वाशा, वासक, वासा, वृश, वृष, वृषनामा, वृषभपल्लव, वैद्यमाता, सिंहिका

ପଞ୍ଚମୁଖୀ   ବିଶେଷଣ

ଅର୍ଥ : ପାଞ୍ଚ ମୁହଁ ଥିବା

ଉଦାହରଣ : ଏହି ଶିବ ମନ୍ଦିରରେ ପଞ୍ଚମୁଖୀ ଶିବଙ୍କ ମୂର୍ତ୍ତି ରହିଛି

ସମକକ୍ଷ : ପଞ୍ଚମୁଖ

पाँच मुखों वाला।

इस मंदिर में पंचमुखी शिव की प्रतिमा है।
पंचमुख, पंचमुखी, पञ्चमुख, पञ्चमुखी