ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଂଚପ୍ରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଂଚପ୍ରାଣ   ବିଶେଷ୍ୟ

ଅର୍ଥ : ଶରୀରରେ ଥିବା ପାଞ୍ଚଟି ପ୍ରାଣବାୟୁ

ଉଦାହରଣ : ପ୍ରାଣ, ଉଦାନ, ସମାନ, ବ୍ୟାନ ଏବଂ ଅପାନ ଏହି ପଞ୍ଚପ୍ରାଣର କାର୍ଯ୍ୟ ଭିନ୍ନଭିନ୍ନ

ସମକକ୍ଷ : ପଂଚବାୟୁ, ପଞ୍ଚପ୍ରାଣ, ପଞ୍ଚବାୟୁ

शरीर में पाई जाने वाली पाँच प्राणवायु।

प्राण,उदान, समान, व्यान और अपान ये पंचप्राण हैं जिनके कार्य भिन्न-भिन्न हैं।
पंचप्राण, पंचवायु, पञ्चप्राण, पञ्चवायु