ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୋବେଲ୍ ଶାଂତି ପୁରସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଶାନ୍ତି ପାଇଁ ବିଶେଷ ଯୋଗଦାନ କରିଥିବା ଯୋଗୁଁ ଦିଆଯାଉଥିବା ନୋବେଲ୍ ପୁରସ୍କାର

ଉଦାହରଣ : ଆମେରିକାର ରାଷ୍ଟ୍ରପତି ବରାକ ଓବାମାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଗଲା

ସମକକ୍ଷ : ନୋବେଲ୍ ଶାନ୍ତି ପୁରସ୍କାର

वह नोबेल पुरस्कार जो शांति के क्षेत्र में विशेष योगदान देने के लिए किसी को दिया जाता है।

अमरीकी राष्ट्रपति बराक ओबामा को नोबेल शांति पुरस्कार दिया गया है।
नोबल शांति पुरस्कार, नोबल शान्ति पुरस्कार, नोबेल शांति पुरस्कार, नोबेल शान्ति पुरस्कार

An annual award for outstanding contributions to chemistry or physics or physiology and medicine or literature or economics or peace.

nobel prize