ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍ଠାବାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍ଠାବାନ   ବିଶେଷଣ

ଅର୍ଥ : କାହାରି ପ୍ରତି ନିଷ୍ଠା, ଶ୍ରଦ୍ଧା, ବା ଭକ୍ତି ରଖିବା ଲୋକ

ଉଦାହରଣ : ତୁଳସୀଦାସ ଭଗବାନ ରାମଙ୍କ ପ୍ରତି ନିଷ୍ଠାବାନ ଥିଲେ

किसी के प्रति निष्ठा, श्रद्धा या भक्ति रखने वाला।

भगवान राम के प्रति निष्ठावान तुलसीदास को कृष्ण की मूर्ति में भी राम ही दिखे।
निष्ठावान

Steadfast in affection or allegiance.

Years of faithful service.
Faithful employees.
We do not doubt that England has a faithful patriot in the Lord Chancellor.
faithful

ଅର୍ଥ : ଯେ ନିଜର ପତି ବା ପତ୍ନୀ ଅଥବା ପ୍ରେମିକ ବା ପ୍ରେମିକା ବ୍ୟତୀତ ଅନ୍ୟ କାହା ସହ ଶାରୀରିକ ସମ୍ବନ୍ଧ ନ ରଖନ୍ତି

ଉଦାହରଣ : ମୋହନ ତା ପତ୍ନୀ ପ୍ରତି ନିଷ୍ଠାବାନ

* जो अपने पति या पत्नी, अथवा प्रेमी या प्रेमिका के सिवा किसी और से शारीरिक संबंध न रखता हो।

मोहन अपनी पत्नी के प्रति निष्ठावान है।
निष्ठावान

Not having sexual relations with anyone except your husband or wife, or your boyfriend or girlfriend.

He remained faithful to his wife.
faithful