ଅର୍ଥ : କୌଣସି ବାହାନା ବା ବୁଝାମଣା ବିନା ସିଧାରେ
ଉଦାହରଣ :
ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି
ଅନ୍ୟ ଭାଷାରେ ଅନୁବାଦ :
Without evasion or compromise.
A square contradiction.ଅର୍ଥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ଉଦାହରଣ :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
ସମକକ୍ଷ : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ସରଳ, ସିଧା ସାଧା
ଅନ୍ୟ ଭାଷାରେ ଅନୁବାଦ :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।